Littu Routray - Bullet

Littu Routray - Bullet

Share

Join Me On This Beautiful Journey of Love

Photos from Littu Routray - Bullet's post 19/03/2025

ରଙ୍ଗ ଏବଂ ଭାଇଚାରାର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ।🙏🏻

27/12/2024
22/06/2024

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆପଣମାନଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ।
🙏🏻ଜୟ ଜଗନ୍ନାଥ🙏🏻

14/06/2024

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ ।
ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।🙏🏻
ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ ।🙏🏻

10/05/2024

କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ର ହାର୍ଦ୍ଦିକ ଶୁଭକାମନା । ଆଜିର ଦିନରେ ଚାଷୀ ଭାଇମାନେ ଅକ୍ଷିମୁଠି ଅନୁକୂଳ କରିଥା’ନ୍ତି । ରଥ ନିର୍ମାଣର ଆରମ୍ଭ ମଧ୍ୟ ଏହି ପବିତ୍ର ଦିନରେ ହୋଇଥାଏ । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ 🙏🏻

17/04/2024

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୁଣ୍ୟ ଜନ୍ମୋତ୍ସବ ତଥା ରାମନବମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।🙏🏻

#ରାମନବମୀ

14/04/2024

ଓଡ଼ିଆ ନବବର୍ଷ ଓ ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ନୂଆ ବର୍ଷଟି ସମସ୍ତଙ୍କ ପାଇଁ ସୁଖଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ।

#ଓଡ଼ିଆନବବର୍ଷ
#ପଣାସଂକ୍ରାନ୍ତି #ମହାବିଷୁବସଂକ୍ରାନ୍ତି

01/04/2024

ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
#ବନ୍ଦେ_ଉତ୍କଳ_ଜନନୀ 🙏🏻
#ଓଡ଼ିଶା #ଉତ୍କଳ #କଳିଙ୍ଗ #ଓଡ଼ିଆ

Photos from Littu Routray - Bullet's post 20/12/2023
29/07/2023

History Always Made By Those Who Break The Rules !!
❤️🔥

Want your public figure to be the top-listed Public Figure in Bhubaneswar?
Click here to claim your Sponsored Listing.

Category

Website

Address

Bhubaneswar