jyotsna Rani behera
Contact information, map and directions, contact form, opening hours, services, ratings, photos, videos and announcements from jyotsna Rani behera, kadalihanda basta balasore, Balasore.
ମୁ ଜଣେ Facebook creater ମୁଁ short video ରେ ବିଭିନ୍ନ ପ୍ରକାର ର ଭିଡ଼ିଓ ଖଟା ମିଠା ଭିଡ଼ିଓ upload କରେ ଏମିତି ସବୁ ଭିଡ଼ିଓ ଦେଖିବା ପାଇଁ ମୋ page କୁ ଯାଆନ୍ତୁ ଆଉ ନୂଆ ନୂଆ ଭିଡ଼ିଓ ପାଆନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏
ସୁନ୍ଦର ଜିନିଷ ଟି ଆପଣମାନଙ୍କ ସହିତ ସେୟାର କରୁଚି 💐💐💐
Good morning all Facebook family 💐💐💐
ସାବିତ୍ରି ବ୍ରତ ରାତି ପାହିଲେ କଣ ଶାଢ଼ୀ କିଣାକିଣି ସାରିଲାଣି କମେଣ୍ଟ କରନ୍ତୁ 👍👍👍
14/05/2026
ଶୁଭ ସନ୍ଧ୍ୟା 🌸
“ସନ୍ଧ୍ୟାର ହାଲୁକା ପବନରେ ତୁମ ସ୍ମୃତି ଆଜି ମଧ୍ୟ ମୋ ହୃଦୟକୁ ଛୁଇଁଯାଏ…❤️”
“ସୂର୍ଯ୍ୟ ଡୁବିଗଲେ ମଧ୍ୟ, କିଛି ଲୋକଙ୍କ ସ୍ମୃତି କେବେ ଡୁବେନି…🌙”
“ସନ୍ଧ୍ୟା ଆସିଲେ ତୁମ କଥା ଅଧିକ ମନେ ପଡେ…💕”
“ପ୍ରତ୍ୟେକ ସନ୍ଧ୍ୟା ଗୋଟେ ନୂଆ ଆଶା ନେଇ ଆସେ…✨”
“ସନ୍ଧ୍ୟାର ନିରବତାରେ ମୋ ମନ ତୁମକୁ ଖୋଜେ…🥺❤️”
“ଚାହାର କପ୍ ଓ ତୁମ ସ୍ମୃତି, ସନ୍ଧ୍ୟାକୁ ଆଉ ସୁନ୍ଦର କରିଦେଏ…☕💕”
14/05/2026
“तुम्हारी मुस्कान में ऐसा जादू है,
दिल हर बार बस तुम पर ही आ जाता है… ❤️”
“तेरी आँखों में जो सुकून मिलता है,
वो पूरी दुनिया में कहीं नहीं मिलता… 💕”
“तुम साथ हो तो हर दिन खास लगता है,
वरना ये दिल हर पल उदास लगता है… 🥰”
“तुम सिर्फ मेरे प्यार नहीं,
मेरी जिंदगी की सबसे खूबसूरत वजह हो…🌍💘”
Love you my sweet heart my husband ❤️❤️❤️
13/05/2026
“ହସ ମୋର ପରିଚୟ ✨”
“ସରଳତାରେ ମୋର ସୁନ୍ଦରତା ❤️”
“ମୁଁ ଯେମିତି, ସେମିତି ଭଲ 😌”
“ମନ ଖୁସି ଥିଲେ ଫୋଟୋ ମଧ୍ୟ ସୁନ୍ଦର ହୁଏ 📸”
“ନିଜକୁ ଭଲ ପାଇବା ସବୁଠୁ ବଡ଼ ଖୁସି 💖”
“ଚେହେରାରୁ ନୁହେଁ, ହସରୁ ପରିଚୟ 😊”
“ସ୍ମାଇଲ୍ ହିଁ ମୋର ଷ୍ଟାଇଲ୍ 😄”
“ଛୋଟ ଛୋଟ ଖୁସିରେ ମୋ ଦୁନିଆ 🌸”
ଆମ୍ବ ଆଚାର ପ୍ରସ୍ତୁତି ଚାଲିଛି ଆଉ ଆପଣ ମାନଙ୍କର ଆଚାର କଲେ࣬ କି ନାହିଁ କମେଣ୍ଟ କରନ୍ତୁ 👍👍👍😊👌
ତୁମ ହସରେ ମୋ ଦୁନିଆ ସଜିଯାଏ,
ତୁମ କଥାରେ ମୋ ମନ ହସିଯାଏ।
ଭଲପାଇବା କ’ଣ ମୁଁ ଜାଣିନଥିଲି,
ତୁମେ ଆସିଲା ପରେ ହୃଦୟ ଭରିଯାଏ
11/05/2026
ସୁନ୍ଦର ତୃପ୍ତି ର ଅବସାଦ ନାହଁ ଯେତେ ଦେଖୁଥିଲେ ପୁରୁଣା ଦିଶଇ 👍👍👍
ଆସ ମେଗୀ ଖାଇବା ସାଙ୍ଗମାନେ ବହୁତ yummy ହେଇଛି 😘
Click here to claim your Sponsored Listing.
Website
Address
Balasore
756029