jyotsna Rani Dash, Journalist

jyotsna Rani Dash, Journalist

Share

Grassroots level Issue base news presenter

02/02/2026

02/01/2026

ବଲାଙ୍ଗୀରର ତେଲମରା ମାନେ ଜଡ଼ା ତେଲ,ପୁଡା ମୋବିଲ, ସୁରସୋତେଲ,ରାଶି ତେଲ ଆଉ ବି ଯାହା ତେଲ ମିଶେଇ କରି ଅଧିକାରୀ ନେତାଙ୍କୁ ମାରବେ ବଲି ରେଡି ହେଇଛନ,ସମାଜର ନ୍ୟାୟ ଲାଗି କାମ କରୁଛୁ ବଲସନ,ହେଲେ କିଏ ମଦ ମାଂସ ଟିକେ ଦେଲେ କୁକୁର ବାଗିର ତାର ଗୋଡ଼ ତଲ ତଲ ହେସନ,
ସତକଥା କି ନାଇ କମେଣ୍ଟ ରେ ଲେଖୁନ

31/12/2025

ଗର୍ବ କାର ରହେ ନାହିଁ ଜଗତରେ ମାତା ,
ଅହଂକାରୀ ଦିନେ ମାଗୋ ନୁଆଁଏ ତା ମଥା ।
ହେ ମା....
#

30/12/2025

ନୂଆବର୍ଷ ମାନଉନ ବାକି ମଦ ପାଣି ନାଇ ପିଉନ

30/12/2025

କେନ ଜିନିସ ନେଇକି live କେ ଆସମୀ କହୁନ..

Photos from jyotsna Rani Dash, Journalist 's post 28/12/2025

ହେ ମା ସମସ୍ତଙ୍କୁ ଶତବୁଦ୍ଧି ଦିଅ

26/12/2025

ଆଜି ଫେର ଅସୁଛେ live ରାତି 9.30 ରେ....

26/12/2025

ସତ କଥାକେ live କଲେ,ଲୋକ ଘରକେ ପଳେଇ ଆସୁଛନ କଥା ବାହାନାରେ ଡରାବାକେ ଚେଷ୍ଟା କରୁଛନ..

Want your public figure to be the top-listed Public Figure in Balangir?
Click here to claim your Sponsored Listing.

Category

Website

Address

Radharanipada
Balangir
767001